ଚୁଗୁଲି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଆରବୀ - ଚୁଗଲ୍) ସମ୍ପାଦନା

ଖଚ; ପଶ୍ଚାତରେ କୌଣସି ବ୍ୟକ୍ତିର ନିନ୍ଦା — Slander; calumny; backbiting tale-bearing.

ଯେଣୁ ଚଗୁଲି ନାନା ମତେ କଲେ, ଆପେ ଚେମଣା ବାବୁ ବାହାରିଲେ ବ୍ରଜନାଥ. ସମରତରଙ୍ଗ