ଚୁକ୍

ଉଚ୍ଚାରଣ

ସମ୍ପାଦନା

ଅନୁବାଦ

ସମ୍ପାଦନା

ଦେଶଜ - ବିଶେଷ୍ୟ -(ଭୁଲ୍ ଚୁକ୍ ଶବ୍ଦର ସହଚରରୂପେ, ଚକ୍= ଭୁଲ୍; ସଂସ୍କୃତ - ଚ୍ୟୁତ)

ସମ୍ପାଦନା
୧. ଭ୍ରାନ୍ତି; ଭ୍ରମ — ୧. Mistake; error; blunder; oversight.
୨. ବିସ୍ତୃତି —୨. Forgetting.
୩. ଅଭାବ —୩. Defect; omission.



ଚୁକ୍

ଉଚ୍ଚାରଣ

ସମ୍ପାଦନା
(ଚୁକୀ—ସ୍ତ୍ରୀ) 

ଗ୍ରାମ୍ୟ - ବିଶେଷଣ - ପୁଂ(ଅଶ୍ଳୀଳ)

ସମ୍ପାଦନା

ଚୁକା (ଦେଖ) - Chukā (See)