ଚୁକୁଚୁକୁ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - ଅ (ଧ୍ୱନ୍ୟଲୁକରଣ) ସମ୍ପାଦନା

ଚାକୁଚାକୁ ଶବ୍ଦ; ଦୁଗ୍ଧାଦି ଜିଭଦ୍ୱାରା ପିଇବାର ଶବ୍ଦ; ବାଳକର ମାଆଦୁଧ ଚୂଚୂମି ଖାଇବାର ଶବ୍ଦ — The sound produced by licking milk or of a child sucking milk; the sound of lapping gently.