ଚୁଆଁ ଚୁଇଁ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଚୁଆଁ ଚୁହିଁ, ଚୁହାଁ ଚୁହିଁଅନ୍ୟରୂପ

  • (file)
  • (file)

ଦେଶଜ - ବିଶେଷ୍ୟ - (ଧ୍ୱନ୍ୟନୁକରଣ) ସମ୍ପାଦନା

ଚୁଁ ଚୁଁ (ଦେଖ) - Chuñchuñ

ଦେଶଜ - ବିଶେଷ୍ୟ - ଓବିଶେଷଣ - ସମ୍ପାଦନା

ପରସ୍ପରକୁ ଚାହିଁବା — Looking at each other.

ମାନ ଗୋବିନ୍ଦର ଏସନ ବଚନ ଶୁଣି ହଁ ଚୁଆଁ ଚୁଇଁ ହେଲେ ବିବେକ ନୃମଣି ସାରଳା. ମହାଭାରତ. ଆଦି