ଚିଲ୍ଲୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ଚିଲ୍ଲ ଧାତୁ+ଅ+ଈ) ସମ୍ପାଦନା

୧. ଭ୍ରୃଲତା — ୧. Eye brow.

ଡରୁଆଟି ପରି ଚିଲ୍ଲୀ ଡେରି କର୍ଣ୍ଣପାଶ ନ ଚହଲି କବିସୂର୍ଯ୍ୟ. ସଙ୍ଗୀତ

୨. ଝିଲ୍ଲୀ; ଝିଙ୍କାରି —୨. Cricket (ensect).

ଦେଶଜ - ବିଶେଷ୍ୟ - ସମ୍ପାଦନା

ଚିଲ୍ଲି (ଦେଖ) - Chili (see)