ଚିଲାଆଖିଆ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

(ଚିଲା ଆଖେଇ—ସ୍ତ୍ରୀ) 

ଦ. ବିଶେଷଣ - (ସଂସ୍କୃତ - ଚିଲ୍ଲ= କ୍ଳିନ୍ନଚକ୍ଷୁ ବ୍ୟକ୍ତି) ସମ୍ପାଦନା

ଚିଲର ଆଖିଁ ଅରି ଯାହାର ଆଖିର କଳା ଡ଼ୋଳା ମାଟିଆ ବା ପାଣ୍ଡୂର ବା ଈଷତ୍ ସବୁଜ ବର୍ଣ୍ଣ — Grey eyed; having pupils of the eye grey or greenish.

ଚିଲାଆଖିଆ ବଇଦାମା ଗୋଡ଼େଇ ଗୋଡ଼େଇ ଘଇତା ଖା—ଢ଼ଗ