ଚିଲମ୍ଚି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ତୁର୍କୀ) ସମ୍ପାଦନା

୧. ପିତଳଆଦି ଧାତୁ ନିର୍ମିତ ହାତଧୁଆ କୁଣ୍ଡ —୧. A metal washing basin or tub.
୨. (ଫାରାସୀ - ଚିଲମ୍ଗର୍ଦା) ହୁକାର ଯେଉଁ ନଳ ଉପରେ ଚିଲମ ବସାଯାଏ —୨. The main tube of a hubble-hubble on which the fire-bowl is set.