ଚିରାଗ୍

ଉଚ୍ଚାରଣ

ସମ୍ପାଦନା

ଅନୁବାଦ

ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଫାରାସୀ - ଚରାଗ୍; ଚିରାଗ୍)

ସମ୍ପାଦନା
୧. ପ୍ରଦୀପ — ୧. Lamp.
୨. ଆଲୁଅ —୨. Light.
୩. ସନ୍ଧ୍ୟାବେଳେ ମୁସଲମାନଙ୍କ ମସଜିଦ ଓ ପୀରଙ୍କ ଆସ୍ଥାନ ଆଦିରେ ଜଳାଯିବା ବତି —୩. Wick lighted in mosques and shrined in the evening by Mahomedans.