ଚିରଶ୍ୟାମଳ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଚିରଶ୍ୟାମଳା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ସୁପ୍ ସୁପ୍ ସମାସ; ଚିର+ଶ୍ୟାମଳ) ସମ୍ପାଦନା

ଯାହା ବଞ୍ଚିଥିବା ପର୍ଯ୍ୟନ୍ତ (ବୃକ୍ଷ ବା ପତ୍ର) ସବୁଦିନେ ସବୁଜ ବର୍ଣ୍ଣ ଥାଏ; ଯେଉଁ ଗଛ ପତ୍ରଝଡ଼ା ଦିଏ ନାହିଁ —Ever green (tree).

(ଯଥା—ନଡ଼ିଆରବୀ - ତାଳ, ଖଜୁରୀ, ପୋଲାଙ୍ଗ ଆଦି ଗଛ)