ଚିଫ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ଚୀଫି) ସମ୍ପାଦନା

ସ୍ୱାଧିନ ରାଜା ବା ସମ୍ରାଟଙ୍କୁ କରଦାୟୀ ଦେଶୀୟ ରାଜା A chief; a feudartory chief.

ବୈଦେଶିକ - ବିଶେଷଣ - ସମ୍ପାଦନା

ପ୍ରଧାନ (ଏହି ଶବ୍ଦ ଅନ୍ୟ ଇଂରେଜି ଶବ୍ଦ ପୂର୍ବରେ ବସି ଶ୍ରେଷ୍ଠ ବା ପ୍ରଧାନ ଅର୍ଥ ପ୍ରକାଶ କରେ; ଯଥା— ଚିଫ୍ଇଞ୍ଜିନିୟର, ଚିଫ୍ଏଜେଣ୍ଟ , ଚିଫ୍କମିସନର, ଚିଫକୋଟ ଇତ୍ୟାଦି) —Chief (prefixed to other Words denoting officer or office.)