ଚିପୁଡ଼ିବା

ଉଚ୍ଚାରଣ

ସମ୍ପାଦନା

ଅନୁବାଦ

ସମ୍ପାଦନା

ଦେଶଜ - କ୍ରିୟାପଦ - (ସଂସ୍କୃତ - ଚାପ)

ସମ୍ପାଦନା
୧. କୌଣସି ବସ୍ତୁକୁ ହାତରେ ଚିପ ତହିଁରୁ ରସ ବା ଜଳ ବାହାର କରିବା — ୧. To wring out water or juice by pressing; to squeeze out or press out juice.

ଚନ୍ଦ୍ରରୁ ଚିପୁଡ଼ି ସୁଧାଝରି କବିସୂର୍ଯ୍ୟ. କିଶୋରଚମ୍ପୁକ. ଚ ଗୀତ

୨. (ଲକ୍ଷଣାର୍ଥ) କୌଣସି ବିଷୟ ସମ୍ୟକ ଆଲୋଚନା କରିବା — ୨. (figurative) To consider a matter very minutely.

ଦୀନକୃଷ୍ଣ ଦାସ ରସକଲ୍ଲୋଳ ଚିପୁଡ଼ିଲାରୁ ଅନେକ ରସ ବାହାରି ଥିଲା ରାଧାନାଥ. ବିବେକୀ

୩. (ଲକ୍ଷଣାର୍ଥ) ନିଃଶେଷିତ କରିବା — ୩. (figurative) To exhaust.

ଚିପୁଡ଼ି ଦେଲା ସେ ଭାବ ଏଣିକି କବିସୂର୍ଯ୍ୟ. କବିତା

ଦେଶଜ - ବିଶେଷ୍ୟ -

ସମ୍ପାଦନା

ଚିପୁଡିବା କର୍ମ — The act of wringing out or pressing out.