ଚିପିବା

ଉଚ୍ଚାରଣ

ସମ୍ପାଦନା
  • (file)

ଅନୁବାଦ

ସମ୍ପାଦନା

ଦେଶଜ - କ୍ରି. (ସଂସ୍କୃତ - ଚାପ)

ସମ୍ପାଦନା
୧. ଚାରିଆଡ଼ୁ ଚାପ ଦେବା —୧. To compress; to press on all sides.
୨. ସଂଙ୍କୋଚନ କରିବା — ୨. To tighten; to contract by pressure.
୩. ମୁଠାଇ ଧରିବା —୩. To squeeze.
୪. ହାତ ଆଙ୍ଗୁଠିଦ୍ୱାରା ଚାପିବା; ମଳିବା — ୪. To press with the hand or fingers.
୫. ଗୋଡ଼ ହାତ ଆଦିକୁ ହାତଦ୍ୱାରା ଚାପିବା — ୫. To perform massage. l

ପ୍ରାଦେଶିକ - (ସଂହଭୁମି) କ୍ରି. (ଜୋତା, ଖଡ଼ୁ, କୁର୍ତ୍ତା)

ସମ୍ପାଦନା

ଦେହକୁ କସି ହେବା — (shoes or ornament or dress) To sit tight over the body.

(ଯଥା— ଏ ଜୋତା ମତେ ଚିପୁଛି)