ଚିପା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. ଉଭୟ ଦିଗରୁ ଚାପ ଦେବା — ୧. Pressing a thing on both sides.
୨. ଚିପ (ଦେଖ) - ୨. Chipa (See)
୩. (ଲଙ୍ଗଳର) ପିଚ୍କୀଳା (ଦେଖ) - ୩. pichikiḻā (See)

ଅନୁବାଦ ସମ୍ପାଦନା

ବିଶେଷଣ - ସମ୍ପାଦନା

୧. କୃପଣ — ୧. Close fisted; miserly; niggardly.
୨. ଚାପଦ୍ୱାରା ସଙ୍କୁଚିତ — ୨. Pressed; squeezed.

ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ - ସମ୍ପାଦନା

ଛୋଟ କଂସା ବା ବେଲା — Small bell—metal pot.