କାର୍ଯ୍ୟରତ ଅବସ୍ଥାରେ ଜଣେ ଚିତ୍ରକର

ବିଶେଷଣ (ସଂସ୍କୃତ) ସମ୍ପାଦନା

  1. ଯେ ରଙ୍ଗଦ୍ଵାରା କୌଣସି ପଦାର୍ଥକୁ ରଙ୍ଗାଏ
  2. ବର୍ଣ୍ଣସଙ୍କର ଜାତିବିଶେଷ (ଶୂଦ୍ରାଣୀ ଗର୍ଭରେ ବିଶ୍ଵକର୍ମାଙ୍କ ଔରସରେ ଏହି ଜାତିର ଉତ୍ପତ୍ତି ହୋଇଥିବାର ବ୍ରହ୍ମବୈବର୍ତ୍ତ ପୁରାଣରେ ଅଛି)
  3. ତିନିଶ ବୃକ୍ଷ

ଚିତ୍ରକର

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଣ—(ଚିତ୍ର+କୃ ଧାତୁ+ କର୍ତ୍ତୃ. ଅ) ସମ୍ପାଦନା

୧. ଯେ ରଙ୍ଗଦ୍ୱାରା କୌଣସି ପଦାର୍ଥକୁ ରଙ୍ଗାଏ — ୧. Painter; artist.
୨. ବର୍ଣ୍ଣସଙ୍ଗର ଜାତିବିଶେଷ —୨. A low mixed caste amongst the Hindus who are painters.

[ଦ୍ରଷ୍ଟବ୍ୟ —ଶୂଦ୍ରାଣି ଗର୍ଭରେ ବିଶ୍ୱକର୍ମାଙ୍କ ଔରସରେ ଏହି ଜାତିର ଉତ୍ପତ୍ତି ହୋଇଥିବାର ବ୍ରହ୍ମବୈବର୍ତ୍ତ ପୁରାଣରେ ଅଛୢ]

୩. ତିନିଷ ବ଼ୃକ୍ଷ (ଦେଖ) - —୩. Tiniṡa tree (See)