ଚିଣିଚିଣି
ଚିଣିଚିଣି
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଦେଶଜ - ଅ (ଧ୍ୱନ୍ୟନୂକରଣ)
ସମ୍ପାଦନା- ୧. ଚାଇଁ ଚାଇଁ ମାରିଦେବା; ଛୁଞ୍ଚି ମାଇଲାପରି ହେବା; ଦେହର ସ୍ଥାନେ ସ୍ଥାନେ ଛୁଞ୍ଚିମାରିଲା ପରି ତିବ୍ର ବେଦନା ଅନୁଭବ କରିବା —୧. Acute twitching or twinging sensation resembling that of pricking the body with needle- points; pin-prick sensation.
- ୨. କଂସାଆଦି ଧାତୁନିର୍ମିତ ବାଦ୍ୟାଦିର ଶବ୍ଦ — ୨. Thinklikg sound of slightly broken metal drums, bells etc.
ଚିଣିଚିଣି କିଣିକିଣି ଶଙ୍ଖ ଭେରୀ ନାଦ, ତାଳ କଂସାଳ ମୃଦଙ୍ଗ ଶବଦ ପୀତାମ୍ୱର. ନୃସିଂହପୁରାଣ
- ୩. ନଡ଼ିଆ ଭିତରେ ଥିବା ପାଣି ଶୁଖି ଶୁଖି ଅଳ୍ପପାଣିଥିବା ବେଳେ ନଡ଼ିଆକୁ ବଜାଇଲେ ଯେଉଁ ଶବ୍ଦହୁଏ; ଖୁରୁଡ଼ରେ ପରିଣତ ପରିଣତ ହେବା ପୂର୍ବରୁ ନଡିଆର ଶବ୍ଦ —୩. The sound when a cocoanut fruit is shaken about at a stage when the water inside it is almoast dried up.