ଚିଜବସ୍ତ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ଫାରାସୀ - ଚୀଜ୍ ଓ ସଂସ୍କୃତ - ବସ୍ତୁ; ସହଚର) ସମ୍ପାଦନା

୧. ନାନାଦି ପଦାର୍ଥ —୧. Many things.

ମା ପୁଏ ଯୋଡ଼ାକଯାକ ୟାଙ୍କୁ ଦିଅ, ତାଙ୍କ ଦିଅ, ଘରୁ ଚିଜବସ୍ତ ବାଣ୍ଟରେ ଲାଗିଥିବେ ଫକୀରମୋହନ. ଗଳ୍ପସ୍ୱଳ୍ପ

୨. ଭ୍ରମଣକାରୀ ବ୍ୟକ୍ତି ସଙ୍ଗରେ ଥିବା ବ୍ୟବହାର୍ଯ୍ୟ ଦ୍ରବ୍ୟସମୃହ — ୨. Luggage; enquipage.
୩. ଅସବାସ୍ ପତ୍ର —୩. Furnitures.