ଚିକ୍କଣ
ଚିକ୍କଣ
ଉଚ୍ଚାରଣ
ସମ୍ପାଦନାସଂସ୍କୃତ - ବିଶେଷଣ - (ଚିତ୍ ଧାତୁ=ବୋଧକରିବା+କର୍ମ. କନ)
ସମ୍ପାଦନା- ୧. ସ୍ନିଗ୍ଧ; ଚିକଣ —୧. Smooth; glossy.
- ୨. ତେଲିଆ; ତୈଳାକ୍ତ —୨. Unctous; oily.
- ୩. ଖସଡ଼ା —୩. Slippery.
ସଂସ୍କୃତ - ବିଶେଷ୍ୟ -
ସମ୍ପାଦନା- ୧. ଗୁଆଗଛ ଓ ଫଳ —୧. Betel-nut and its tree.
- ୨. ନାଳନାଳୁଆ ବସ୍ତୁଅଠା — ୩. Any smooth liquid; gum (M.W.)