ଚିକିତ୍ସକ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ସଂସ୍କୃତ - ବିଶେଷ୍ୟ - [କିତ୍ ଧାତୁ=ରୋଗନାଶ କରିବା+ସ୍ୱାର୍ଥେ ସନ୍ (ଦ୍ୱିତ୍ୱ) = ଚିକିତ୍ସ ଧାତୁ +କର୍ତ୍ତ. ଅକ] ସମ୍ପାଦନା

ବୈଦ୍ୟ; ଡାକ୍ତର —Physician; doctor.