ଚିକ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚଳମୀଳିକା; କିମ୍ୱାସଂସ୍କୃତ - ଚାକଚକ୍ୟ; ଏହା ଖୁବ୍ ଉଜ୍ଜ୍ୱଳ ଦେଖାଯିବାରୁ) ସମ୍ପାଦନା

ଚାପସରି ପରି କଣ୍ଠାଭରଣବିଶେଷ — A collar (ornament) for the neck.

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ତୁର୍କୀ—ଚିକ୍) ସମ୍ପାଦନା

ବରଣ୍ଡାରେ ଟଙ୍ଗାଯିବା ବାଉଁଶକାଠି— ନିର୍ମିତ ପରଦା —A screen-mat made of thin narrow strips of bamboo.

୩. ତୁଚ୍ଛ ବା ହେୟ ବ୍ୟକ୍ତି —୩. A mean detestable person.