ଚିଆର

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷଣ - ସମ୍ପାଦନା

ତୀକ୍ଷ୍ଣ — Sharp.

ରୁଦ୍ର ଇନ୍ଦ୍ର ପରି ବିକ୍ରମ କର୍ଣ୍ଣ କଲେ ଚିଆର କାଣ୍ଡେ ଘଟୋତ୍କଚେ ଛାଇ ଦେଲେ—କୃଷ୍ନସିଂହ. ମହାଭାରତ. ଦ୍ରୋଣ

ଦେଶଜ - ବିଶେଷ୍ୟ - ସମ୍ପାଦନା

ଶର; ବାଣ —Arrow.

ବୈଦେଶିକ - ପ୍ରାଦେଶିକ - (ମେଦିନୀପୁର) ବିଶେଷ୍ୟ - (ଇଂରାଜୀ - ଚେଆର୍) ସମ୍ପାଦନା

ଚଉକି —Chair.