ଚାହିଁବା
ଚାହିଁବା
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାଦେଶଜ - କ୍ରି. (ସଂସ୍କୃତ - ଚାପୁ ଧାତୁ=ଚାକ୍ଷୁଷ ଜ୍ଞାନ ଲଭିବା)
ସମ୍ପାଦନା- ୧. ଅନାଇବା; ଦୃଷ୍ଟି ପକାଇବା — ୧. To look at; to glance at
ଚାହିଁ ଦେଲେ ଆଉ କାହିଁ ନ ଦିଶଇ ଆଖି ଥାଉଁ ଥାଉଁ ପଥ କବିସୂର୍ଯ୍ୟ. ସଙ୍ଗୀତ
- ୨. ଦେଖିବା —୨. To see.
- ୩. ଆଖି ମେଲା କରିବା — ୩. To open the eyes.
- ୪. ଅପେକ୍ଷା କରିବା; ଟାକି ରହିବା — ୪. To wait in expectation
ତହିଁକୁ ଶୀଘ୍ରେ ଚଳିଯାଇ, ରହିଲା ମୃତ୍ୟୁ ବାଟ ଚାହିଁ ଜଗନ୍ନାଥ. ଭାଗବତ
- ୫. ଚେଇଁବା —୫. To keep awake.
[ ଦ୍ର—ଏ କ୍ରିୟାର ଅସମାପିକାରୂପ ସଙ୍ଗେ ଦେବା, ପକାଇବା, ରହିବା କ୍ରିୟାର ସମାପିକାରୂରଯୁକ୍ତ ହୁଏ ]