ଚାହି
ଚାହି
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଦେଶଜ - ବିଶେଷଣ -
ସମ୍ପାଦନା- ୧. ଆବଶ୍ୟକ; ଦର୍କାର — ୧. Necesary; required.
ପୁରୋହିତ ବୋଇଲେ ଆହେ ନରସାଇଁ ଉପାୟ ଅଛି କରି ପାରିବାର ଚାହି କୃଷ୍ଣସିଂହ. ମହାଭାରତ. ବନ
- ୨. ଉଚିତ —୨. Proper.
(ଯଥା—ପିଲାମାନେ ଗୁରୁଙ୍କୁ ମାନିବା ଚାହି)
ଅନୁବାଦ
ସମ୍ପାଦନାଦେଶଜ - ଅ
ସମ୍ପାଦନାଅପେକ୍ଷା; ଠାରୁ —Than.
(ଯଥା—ତା ଚାହି ମୋର ସଂସାରେ ଆଉ କେହି ପ୍ରିୟ ବ୍ୟକ୍ତି ନାହିଁ)