ଚାହାଁଚାହାଁ
ଚାହାଁଚାହାଁ
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଦେଶଜ - କ୍ରି.ବିଶେଷଣ - ସମ୍ପାଦନା
ଚାହିଁଚାହିଁକା; ଦୃଷ୍ଟିନିକ୍ଷେପ କରି କରି — Looking on or glancing for some time.
ଦେଶଜ - ବିଶେଷ୍ୟ - ସମ୍ପାଦନା
ବାରବାଂର ଇତସ୍ତତଃ ଦୃଷ୍ଟିନିକ୍ଷେପ — Repeated glancing.
ଦେଶଜ - ବିଶେଷଣ - ସମ୍ପାଦନା
ବାରବାଂର ଇତସ୍ତତଃ ଦୃଷ୍ଟିନିକ୍ଷେପ କରୁଥିବା — Repeatedly glancing about