ଚାହାଁ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚାୟଧାତୁ) ସମ୍ପାଦନା

ଦେଖିବା; ଅନାଇବା; ଚାହାଣି — Look; glance.

ଦେଶଜ - ଅ. (ବିସ୍ମୟସୂଚକ) ସମ୍ପାଦନା

(ତୁ) ଦେଖ୍ — Look; (you) See.

ଦେଶଜ - କ୍ରି. (ଦେଖିବା କ୍ରିୟାର ଅନୁଜ୍ଞା) ସମ୍ପାଦନା

(ତୁ) ଦେଖ୍ — (you) See.

ଚାହାଁରେ ନିକୁଞ୍ଜରାଜକୁ ଜୀବନର ବନ୍ଧୁ ରାଧାଗୋବିନ୍ଦ ସଜକୁ ପ୍ରାଚୀନ ସଙ୍ଗୀତ