ଚାଳ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

=== ସଂସ୍କୃତ - ବିଶେଷ୍ୟ - (ଚଳ୍ ଧାତୁ= ବିସ୍ତାରକରିବା, ଗମନ କରିବା+ କର୍ତ୍ତୃ. ଅ)

୧. ଘରର କ୍ରମନିମ୍ନ ଛପର; ଗୃହପଟଳ — ୧. The sloping thatch of a house.

ବସେ ନିଜ ସ୍ଥାନରେ ଗତିକରି ଊର୍ଦ୍ଧ୍ୱରେ ମନ୍ଦିର ଚାଳ ନିରନ୍ତରେ ସେ—ଭଞ୍ଜ. ବୈଦେହୀଶବିଳାସ

୨. କଚ୍ଚାଘରର ତୃଣାଚ୍ଛଦନ — ୨. Reed-covering of a thached house.
୩. ଖଞ୍ଜନପକ୍ଷୀ; ସ୍ୱର୍ଣ୍ଣଚୂଡ଼ ପକ୍ଷୀ (ହିନ୍ଦୀ - ଶବ୍ଦସାଗର) — ୩. The blue jay.
୪. (+ ଭାବ. ଅ) ଚଳନଶୀଳତା — ୪. The state of being movable.