ଚାଳ
ଚାଳ
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନା=== ସଂସ୍କୃତ - ବିଶେଷ୍ୟ - (ଚଳ୍ ଧାତୁ= ବିସ୍ତାରକରିବା, ଗମନ କରିବା+ କର୍ତ୍ତୃ. ଅ)
- ୧. ଘରର କ୍ରମନିମ୍ନ ଛପର; ଗୃହପଟଳ — ୧. The sloping thatch of a house.
ବସେ ନିଜ ସ୍ଥାନରେ ଗତିକରି ଊର୍ଦ୍ଧ୍ୱରେ ମନ୍ଦିର ଚାଳ ନିରନ୍ତରେ ସେ—ଭଞ୍ଜ. ବୈଦେହୀଶବିଳାସ
- ୨. କଚ୍ଚାଘରର ତୃଣାଚ୍ଛଦନ — ୨. Reed-covering of a thached house.
- ୩. ଖଞ୍ଜନପକ୍ଷୀ; ସ୍ୱର୍ଣ୍ଣଚୂଡ଼ ପକ୍ଷୀ (ହିନ୍ଦୀ - ଶବ୍ଦସାଗର) — ୩. The blue jay.
- ୪. (+ ଭାବ. ଅ) ଚଳନଶୀଳତା — ୪. The state of being movable.