ଚାର୍ଜ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଇଂ) ସମ୍ପାଦନା

୧. ଅପରାଧୀ ବ୍ୟକ୍ତି ଉପରେ ବିଚାରପତି ଧାର୍ଯ୍ୟ କରିବା ଅଭିଯୋଗ —୧. Charge framed against an accused.
୨. କୌଣସି ଅଫିସ୍ ବା କାର୍ଯ୍ୟର ଦାୟିତ୍ୱ; କାର୍ଯ୍ୟଭାର — ୨. Charge of an office.
୩. ଜିମ୍ମାଦାରୀ; କୌଣସି ବସ୍ତୁର ସଂରକ୍ଷଣର ଭାର — ୩. Custody.