ଚାରି ପହର

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - କ୍ରି. ବିଶେଷଣ - (ସଂସ୍କୃତ - ଚତୁଃ+ପ୍ରହର) ସମ୍ପାଦନା

ଦିନତମାମ୍; ସାରାଦିନ —Throughout the whole day; the whole day long.

ଡବଡବ ବାରି ନିଃସରିବ ଚାରିପହର ନୟନଯୁଗୁଁ— କବିସୂର୍ଯ୍ୟ, କିଶୋରୀଚମ୍ପୂ ଡ—ଗୀତ