ଚାରିଗୁଣ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚତୁର୍ଗୁଣ) ସମ୍ପାଦନା

ଚତୁର୍ଗୁଣ; ଚାରିଡ଼ବଲ — Four times.

ଦେଶଜ - ବିଶେଷଣ - ସମ୍ପାଦନା

୧. ଚତୁର୍ଗୁଣିତ —୧. Fourfold; multiplied by four.
୨. ଅତ୍ୟଧିକ —୨. Excessive.

ଦେଶଜ - କ୍ରି.ବିଶେଷଣ - ସମ୍ପାଦନା

୧. ଚତୁର୍ଗୁଣରେ —୧. Four times.
୨. ଅତ୍ୟଧିକ ପରିମାଣରେ —୨. Excessively.