ଚାରିଗୁଣ
ଚାରିଗୁଣ
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଦେଶଜ - ବିଶେଷ୍ୟ - (ସଂସ୍କୃତ - ଚତୁର୍ଗୁଣ)
ସମ୍ପାଦନାଚତୁର୍ଗୁଣ; ଚାରିଡ଼ବଲ — Four times.
ଦେଶଜ - ବିଶେଷଣ -
ସମ୍ପାଦନା- ୧. ଚତୁର୍ଗୁଣିତ —୧. Fourfold; multiplied by four.
- ୨. ଅତ୍ୟଧିକ —୨. Excessive.
ଦେଶଜ - କ୍ରି.ବିଶେଷଣ -
ସମ୍ପାଦନା- ୧. ଚତୁର୍ଗୁଣରେ —୧. Four times.
- ୨. ଅତ୍ୟଧିକ ପରିମାଣରେ —୨. Excessively.