ଚାମୁଣ୍ଡା

ଉଚ୍ଚାରଣ

ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ଚଣ୍ଡୀ+ମୁଣ୍ଡ; ନିପାତନ=ଚାମୁଣ୍ଡା+ସ୍ତ୍ରୀ. ଆ)

ସମ୍ପାଦନା

ଚଣ୍ଡମୁଣ୍ଡବିନାଶକାରିଣୀ ଦୁର୍ଗା — An incarnation lof Goddess Durgā.

[ଦ୍ରଷ୍ଟବ୍ୟ —ଚଣ୍ଡ ଓ ମୁଣ୍ଡ ନାମକ ଦୁଇଟି ଅସୁରଙ୍କୁ ବିନାଶ କରି ଥିବାରୁ ଦୁର୍ଗାଙ୍କର ଏହି ନାମ ହୋଇଅଛି—ଚଣ୍ଡୀ. ୭ମୀ ଅ.]