ଚାମଚା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଫାରାସୀ - ଚମ୍ଚହ; ତୁଳ. ସଂସ୍କୃତ - ଚମସ) ସମ୍ପାଦନା

ଧାତୁନିର୍ମିତ ଡଙ୍କି ବା ସାନ ଅଣକ — A spoon.

[ଦ୍ରଷ୍ଟବ୍ୟ —କଣ୍ଟାଚାମଚା, ଚାହାଚାମଚା ଓ ଖାନାଚାମଚା ଆଦି ବିଭିନ୍ନ ପ୍ରକାରର ଚାମଚା ଦେଖାଯାଏ ଆମ୍ଭେମାନେ ଥାଳିରୁ ଖାଦ୍ୟ— ଦ୍ରବ୍ୟକୁ ହାତଦ୍ୱାରା ଉଠାଇ ପାଟକୁ ନେଉଁ, ମାତ୍ର ସାହେବମାନେ ପାଣିଆଁ ଓ କାଦୁଆ ଖାଦ୍ୟ ପଦାର୍ଥ ଏବଂ ମାଛଆଦିକୁ ଚାମଚା ସାହାଯ୍ୟରେ ପାଟିକୁ ନିଅନ୍ତି]