ଚାବୁଚାବୁ

ଉଚ୍ଚାରଣ

ସମ୍ପାଦନା
  • (file)
  • (file)

ଦେଶଜ - ଅ. (ଧ୍ୱନ୍ୟନୁକରଣ)

ସମ୍ପାଦନା

ଅଳ୍ପ ପାଣିରେ ଆଙ୍ଗୁଠି ବା କ୍ଷୁଦ୍ର ବସ୍ତୁ ବାଡ଼େଇବା ଶବ୍ଦ; ଚବଚବ ଶବ୍ଦ — Sound produced by striking the fingers or small articles on shallow water.