ଚାବି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ପର୍ତ୍ତୁ. ଚାବେ) ସମ୍ପାଦନା

୧. କୁଞ୍ଜ; କୋଲପର କାଠି; ଯେଉଁ ଧାତୁମୟ କୀଳକ ସାହାଯ୍ୟରେ କୋଲପି ଫିଟା ଯାଏ ଓ ବନ୍ଦ କରାଯାଏ — Key of a padlock.
୨. କୌଣସି ସକଳ ଚାଳନ ଓ ସ୍ଥଗିତକରଣ ଯନ୍ତ୍ର — ୨. Key to move or stop a machine;
୩. ଘଣ୍ଟାରେ ଦମ୍ ଦ୍ୱା କାଠି —୩. The key of clock or watch.