ଚାବି
ଚାବି
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାବୈଦେଶିକ - ବିଶେଷ୍ୟ - (ପର୍ତ୍ତୁ. ଚାବେ)
ସମ୍ପାଦନା- ୧. କୁଞ୍ଜ; କୋଲପର କାଠି; ଯେଉଁ ଧାତୁମୟ କୀଳକ ସାହାଯ୍ୟରେ କୋଲପି ଫିଟା ଯାଏ ଓ ବନ୍ଦ କରାଯାଏ — Key of a padlock.
- ୨. କୌଣସି ସକଳ ଚାଳନ ଓ ସ୍ଥଗିତକରଣ ଯନ୍ତ୍ର — ୨. Key to move or stop a machine;
- ୩. ଘଣ୍ଟାରେ ଦମ୍ ଦ୍ୱା କାଠି —୩. The key of clock or watch.