ଚାପିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

୧. ଭାର ଦେଇ ତଳକୁ ଦାବିବା — ୧. To press downwards by weight.

ବଳିଷ୍ଠ ବଳିକି ଚାପି ଅଧୋଭୂବନରେ, ଭଞ୍ଜ. ବୈଦେହୀସବିଳାସ

୨. ଚିପିବା —୨. To squeeze.
୩. (କୌଣସି ବ୍ୟକ୍ତିର ଅଙ୍ଗ ପ୍ରତ୍ୟଙ୍ଗ) ଘଷିବା ବା ଚିପିବା — ୩. To massage.

ପାଦ ଚାପନ୍ତି ମିତ୍ର ସୂତେ ଭୂପତି. ପ୍ରେମପଞ୍ଚାମୃତ

୪. ଭିଡ଼ିବା —୪. To press tightly.