ଚାପିବା
ଚାପିବା
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାଦେଶଜ - କ୍ରିୟାପଦ -
ସମ୍ପାଦନା- ୧. ଭାର ଦେଇ ତଳକୁ ଦାବିବା — ୧. To press downwards by weight.
ବଳିଷ୍ଠ ବଳିକି ଚାପି ଅଧୋଭୂବନରେ, ଭଞ୍ଜ. ବୈଦେହୀସବିଳାସ
- ୨. ଚିପିବା —୨. To squeeze.
- ୩. (କୌଣସି ବ୍ୟକ୍ତିର ଅଙ୍ଗ ପ୍ରତ୍ୟଙ୍ଗ) ଘଷିବା ବା ଚିପିବା — ୩. To massage.
ପାଦ ଚାପନ୍ତି ମିତ୍ର ସୂତେ ଭୂପତି. ପ୍ରେମପଞ୍ଚାମୃତ
- ୪. ଭିଡ଼ିବା —୪. To press tightly.