ଚାପରାସୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ବୈଦେଶିକ - ବିଶେଷ୍ୟ - (ଫାରାସୀ - ଚପରାସୀ) ସମ୍ପାଦନା

୧. କୌଣସି ହାକିମଙ୍କ ଆଜ୍ଞାକାରୀ ଭୃତ୍ୟ — ୧. An orderly.
୨. ପିଆଦା —୨. A peon.