ଚାନ୍ସେଲର୍
ଚାନ୍ସେଲର୍
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାବୈଦେଶିକ - ବିଶେଷ୍ୟ - (ଇଂରାଜୀ - ଚାନ୍ସେଲ୍ଲାର୍)
ସମ୍ପାଦନା- ୧. ବିଲାତର ଚାନ୍ସେରୀ ଅଦାଲତର ସର୍ବପ୍ରଧାନ ବିଚାରକ — ୧. The President of the Court of Chancery.
- ୨. ବିଶ୍ୱବିଦ୍ୟାଳୟର ପ୍ରଧାନ ଅଧିକାରୀ — ୨. Chancellor of a University.
[ ଦ୍ର—ଏହାଙ୍କ ସହକାରୀଙ୍କୁ ଭାଇସ୍ ଚାନ୍ସେଲର୍ ବୋଲାଯାଏ ଚାନ୍ସେଲର୍ ବିଶ୍ୱବିଦ୍ୟାଳୟର ଶାସନ ଓ ଚାଳନସଂକ୍ରାନ୍ତ ସଭାସମିତିରେ ସଭାପତି ରୂପେ କାର୍ଯ୍ୟ କରନ୍ତି ଭାରତର ପ୍ରାୟ ସବୁ ପ୍ରାଦେଶିକ ବିଶ୍ୱବିଦ୍ୟାଳୟର ଚାନ୍ସେଲର୍ ତତ୍ତତ୍ ପ୍ରଦେଶର ଲାଟ ଅଟନ୍ତି ସାଧାରଣତଃ ତାଙ୍କର ଅଧିକାଂଶ କାର୍ଯ୍ୟ ଭାଇସ୍ଚାନ୍ସେଲର୍ ଚଳାନ୍ତି ଉର୍ତ୍ତୀର୍ଣ୍ଣ ଛାତ୍ରମାନଙ୍କୁ ଉପାଧି ଓ ସନନ୍ଦ ବିତରଣ କରାଯିବା ସଭାରେ ଚାନ୍ସେଲର୍ ସଭାପତି ହୁଅନ୍ତି ପାଶ୍ କରିବା ଛାତ୍ରମାନଙ୍କ ସନନ୍ଦରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ଚାନ୍ସେଲିର୍ ଦସ୍ତଖତ୍ କରନ୍ତି]