ଚାନ୍ଦିଆ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଦେଶଜ - ବିଶେଷଣ - ସମ୍ପାଦନା

ଯେଉଁ ରଙ୍ଗିନ୍ ଘୋଡ଼ା ଓ ଗୋରୁ ପ୍ରଭୃତିଙ୍କ କପାଳରେ ଚନ୍ଦ୍ରାକୃତି ଧଳା ରୋମରେଖା ଥାଏ — (a coloured beast) Having a white mark or star on the forehead.

ଦେଶଜ - ବିଶେଷ୍ୟ - ସମ୍ପାଦନା

କପାଳରେ ଚାନ୍ଦଥିବା ପଶୁ —A beast having a white mark or star on the forehead.