ଚାନ୍ଦବାଲି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଦେଶଜ - ବିଶେଷ୍ୟ - (ନାମ) ସମ୍ପାଦନା

ବାଲେଶ୍ୱର ଜିଲ୍ଲାର ଗ୍ରାମବିଶେଷ — Name of a village in the district of Balasore.

[ଦ୍ରଷ୍ଟବ୍ୟ —ଏହା କଟକ ଓ ବାଲେଶ୍ୱର ଜିଲ୍ଲାର ସୀମାରେ ବ୍ରାହ୍ମଣୀ ଓ ବୈତରଣୀ ନଦୀର ସଙ୍ଗମସ୍ଥଳ ଧାମରା ମୁହାଁଣଠାରୁ କିୟତ୍ ଦୂରରେ ଅବସ୍ଥିତ ଏହା ଆଜିକାଲି ଓଡ଼ିଶାର ଏକମାତ୍ର ବାଣିଜ୍ୟପ୍ରଧାନ ବନ୍ଦର ଏହି ସ୍ଥାନ ପର୍ଯ୍ୟନ୍ତ ଛୋଟଛୋଟ ଜାହାଜ କଲିକତାରୁ ଆସେ ଏବଂ ଏଠାରୁ କେନାଲ ବାଟେ କଟକକୁ ଷ୍ଟିମର୍ ଯାତାୟତ କରେ ରେଳ ହେବା ପୂର୍ବରୁ କଟକରୁ କଲିକତା ଯିବା ଯାତ୍ରି— ମାନେ କଟକରୁ ଚାନ୍ଦବାଲି ପର୍ଯ୍ୟନ୍ତ ଷ୍ଟିମର୍ରେ ଯାଇ ସେଠାରେ କଲିକତାକୁ ସମୁଦ୍ର ବାଟେ ଜାହାଜରେ ଯାଉଥିଲେ ବର୍ତ୍ତମାନ କେବଳ ପଣ୍ୟଦ୍ରବ୍ୟମାନ ଏହିବାଟେ ଯାଉଅଛି ]