ଚାତୁର୍ଜାତକ

ଓଡ଼ିଆ ସମ୍ପାଦନା

ତେଜପତ୍ର, ଗୁଡ଼ତ୍ୱକ, ଅଳାଇଚନାଗେଶ୍ୱରଆୟୁର୍ବେଦ ମତରେ ଉଷ୍ଣ ଅଥବା ଶୀତଳ ଜଳର ଅନୁପାନ ସହିତ ଏହା ଅରୁଚି, ଅଜୀର୍ଣ, ଆମଦୋଷ, ଅଗ୍ନିମାନ୍ଦ୍ୟ, ମୁଖଦୁର୍ଗନ୍ଧ, ଶୂଳ, ବାୟୁ, କୃମି, ପିତ୍ତ ପ୍ରକୋପ ଆଦି ନାଶକ ଅଟେ।

ଉଚ୍ଚାରଣ ସମ୍ପାଦନା

(ଚାତୁର୍ଜାତ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ଚତୁର୍ଜାତକ+ସ୍ୱାର୍ଥେ. ଅ) ସମ୍ପାଦନା

ଔଷଧାର୍ଥ ଡାଳଚିନି ତେଜପତ୍ର, ଅଳାଇଚ ଓ ନାଗେଶ୍ୱର ଏହିଚାରି— ଗୋଟି ପଦାର୍ଥର ମିଳନ —A mixture of cinnamon, cassia-leaves, cardmum and the filaments of the flowers of Mesua Fera for medicinal purpose.