ଚାଣ୍ଡେ ଚାଣ୍ଡେ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଦେଶଜ - କ୍ରି.ବିଶେଷଣ - ସମ୍ପାଦନା

ଅତି ଶୀଘ୍ର; କ୍ଷଣମାତ୍ରକେ — Instantaneously; in a moment.

ବିଶ୍ୱାମିତ୍ର ସଙ୍ଗେ ଶ୍ରୀରାମ ଲକ୍ଷ୍ମଣ ସାଜି କେହି ଚାଣ୍ଡେ ଚାଣ୍ଡେ— ନନ୍ଦକିଶୋର. ନିର୍ଝରିଣୀ