ଚାଣ୍ଟ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଦେଶଜ - ବିଶେଷ୍ୟ - (ବଣିଆ ଶବ୍ଦ) ସମ୍ପାଦନା

ସୁନାରୂପାରେ ନିର୍ମିତ ଗୋଲାପଫୁଲ ପ୍ରଭୃତି ସୁନ୍ଦର ଦିଶିବାପାଇଁ ତହିଁ ତଳେ ଝୁଲୁଥିବା ଚେପ୍ଟା ଚେପ୍ଟା ରୁଆ —Flat pendants hanging from the fringe of gold and silver flowerlike ornaments.