ଚାଟ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ଜିଭରେ ଚାଟି ଖାଇବା ହେତୁ; ସଂସ୍କୃତ - ଚକ୍ଷଣ) ସମ୍ପାଦନା

୧. ମଦ୍ୟାଦି ମାଦକ ସେବନ ପରେ ଖାଇବା ମୁଖରୋଚକ ଖାଦ୍ୟ —୧. A relishing food eaten after drinking in order to palliate the sharpness left in the mouth after drinking spirits or wine.
[ଉଦାହରଣ: ଆଜି ମାଲ ସାଙ୍ଗରେ ପେଟେ ଚାଟ୍ ପକେଇଛି— ଫକୀରମୋହନ, ଗଳ୍ପସ୍ୱଳ୍ପ ]
୨. ଲାଳସା; ଝୁଙ୍କ —୨. Hankering