ଚାଞ୍ଚି
ଚାଞ୍ଚି
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଦେଶଜ - ବିଶେଷ୍ୟ -(ସଂସ୍କୃତ - ଚୋଚ= ନଡ଼ିଆ କତା)
ସମ୍ପାଦନା- ୧. ନଡ଼ିଆ ବାହୁଙ୍ଗାର ମୂଳରେ ନଡ଼ିଆ ଗଛର ଗଣ୍ଡିକୁ ବେଢ଼ିଥିବା ଜାଲ ଆକୃତିର ବଳ୍ୱଳ; ଚଞ୍ଚୁ —୧. A netlike bark entwining the trunk of a coconut tree at the place whence branches come out.
- ୨. ପାକଳ ଆମ୍ୱର ନୂତନ ଟାକୁଆର ଦୃଢ଼ ଆବରଣ — ୨. The hard rind formed on the stone of a fully developed mango fruit.
- ୩. ଚାଞ୍ଚି (ଦେଖ) - ୩. Chān̄chhi (See)
ଚାଞ୍ଚି
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଦେଶଜ - ବିଶେଷ୍ୟ -(ସଂସ୍କୃତ - ତକ୍ଷ ଧାତୁ; ସଂସ୍କୃତ - ଚୋଚ=ବଳକ)
ସମ୍ପାଦନା- ୧. ଫଳ ବା କାଠରୁ ତଞ୍ଚା ହୋଇଥିବା ଚୋପା ବା ବଳ୍କଳ —Thin scrapings (of bark or rind).
- ୨. ଚାଞ୍ଚି (ଦେଖ) - —୨. Chān̄chi (See)