ଚାଚେରୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(file)
  • (file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚର୍ଚ୍ଚରୀ) ସମ୍ପାଦନା

୧. ଦୋଳପୂର୍ଣ୍ଣିମୀର ପୂର୍ବ ଦିନ ଅବିର ପିଚକାରୀ ଆଦି ମାରି କରତାଳି ଧ୍ୱନି କରି ଯେଉଁ ହୋରି ଉତ୍ସବ କରାଯାଏ; ବସନ୍ତୋତ୍ସବବିଶେଷ —୧. A festival accompanied with syringing and singing on the eve of Doḻapūrṇṇamī
 
ଉଇକିପିଡ଼ିଆରେ ଏହି ବିଷୟରେ ଏକ ଲେଖା ଅଛି:

Wikipedia

( ପୁରୀ ଶ୍ରୀମନ୍ଦିରରେ ଦିଅଁଙ୍କ ବେଶଗୁଡ଼ିକ ମଧ୍ୟରେ ବସନ୍ତକାଳୀନ ବେଶକୁ ଚାଚେରୀ ବେଶ କୁହାଯାଏ)
ଚାଚେରୀ ଗହଳ ସଖି ଗୋବିନ୍ଦଙ୍କ ଦୋଳ—ପ୍ରାଚୀ. ରହସ୍ୟମଞ୍ଜରୀ, ଦେବଦୁର୍ଲ୍ଲଭ ଦାସ

୨. ଗ୍ରାମଦେବତାବିଶେଷ — ୨. Name of a village Goddess.