ଚାଙ୍ଗୁନାଟ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ - ସମ୍ପାଦନା

ଚାଙ୍ଗୁ ବାଦ୍ୟସହ ଅନାର୍ଯ୍ୟମାନଙ୍କର ନୃତ୍ୟବିଶେଷ —A dancing accompanied with the music of Chāṅgu

ରାତିଯାକ ବସି ଶିଖରେ ଜୁଆଙ୍ଗେ କରୁଥିବେ ଚାଙ୍ଗୁନାଟ ରାଧାନାଥ. ପାର୍ବତୀ