ମୂଳ
ଯାହିତାହି
ଲଗ-ଇନ
ସଜାଣି
ଦାନ
ଉଇକିଅଭିଧାନ ବାବଦରେ
ଆମେ ଦାୟୀ ନୋହୁଁ
ଖୋଜନ୍ତୁ
ଚାକ୍
ଭାଷା
ଦେଖିବେ
ସମ୍ପାଦନା
ଚାକ୍
ଓଡ଼ିଆ
ସମ୍ପାଦନା
ଉଚ୍ଚାରଣ
ସମ୍ପାଦନା
ରୋ.ଟ୍ରା.
— Chāk
ଆଇ.ପି.ଏ.
— tʃˈak
ପ୍ରାଦେଶିକ - (ମେଦିନୀପୁର) ବିଶେଷ୍ୟ - (ସଂସ୍କୃତ - ଚକ୍ର; ତୁଳ. ଏହି ଅର୍ଥରେ ବଙ୍ଗାଳୀ - ଚାକ୍)
ସମ୍ପାଦନା
୧. ମଧୁଚକ୍ର; ମହୁଫେଣା; ମଧୁମକ୍ଷିକାର ଚକ୍ରାକାର ବସା —୧. Bee hive.
୨. (ସିଂହଭୂମ) ବି—ଶଗଡ଼ର ଚକ — ୨. The wheel of a cart.