ଚାକୁ

ଉଚ୍ଚାରଣ

ସମ୍ପାଦନା
  • (file)

ଅନୁବାଦ

ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ତୁର୍କୀ. ତାକୁ)

ସମ୍ପାଦନା
୧. ଛୋଟ ଛୁରୀ; କଲମତରାସ; ଚକ୍କୁ; କଲମକଟା ଛୁରୀ — ୧. Small knife; pen knife.

ଚାକୁରେ କରଜ କିରୁଣୀ ପରି କିରି ସଜାଡ଼ାଇ ଆଶ୍ୱାସି କରି—କବିସୂର୍ଯ୍ୟ, କବିତା

୨. ଯେଉଁ ଛୁରୀର ଦାଢ଼ ବେଣ୍ଟ ଭିତରର ଘରାରେ ବୁଜି ହୋଇଯାଏ —୨. Clasp knife.