ଚାକିରି ଦେଖିବା
ଚାକିରି ଦେଖିବା
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଚାକିରି ଦେଖିବା
|
ଦେଶଜ - କ୍ରିୟାପଦ -
ସମ୍ପାଦନା- ୧. ଆପଣା ପାଇଁ କିମ୍ୱା ଅନ୍ୟ ନିମନ୍ତେ ଉପଯୁକ୍ତ ରାକିରି ବା କର୍ମର ଅନ୍ୱେଷଣ କରିବା — ୧. To be on the lookout for a suitable job or post or service for one's self or another.
- ୨. ଖଣ୍ଡେ ଉପଯୁକ୍ତ ଚାକିରି ଠିକଣା କରିବା — ୨. To find out a suitable job or post.
- ୩. ଚାକିରିର ସୁଖ ଦୁଃଖ ଅନୁଭବ କରିବା — ୩. To have or gain experience of actual service under another.