ଚାକର
ଚାକର
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନା(ଚାକରିଆ—ଅନ୍ୟରୂପ)
ଚାକରାଣୀ, ତାକିରିଆଣୀସ୍ତ୍ରୀ.
ବୈଦେଶିକ - ବିଶେଷ୍ୟ - (ଫାରାସୀ - ଚାକର)
ସମ୍ପାଦନାଦାସ; ଭୃତ୍ୟ; ସେବକ — Servant; attendant.
ଚାକର ନୁହେଁ କୁକୁର—ପ୍ରବାଦି
[ଦ୍ରଷ୍ଟବ୍ୟ —ଚାକରର ମୌଳିକ ଅର୍ଥ ପ୍ରଭୁଙ୍କର ସେବାକାରୀ ଦରମାଖିଆ ଭୃତ୍ୟ କିନ୍ତୁ ବର୍ତ୍ତମାନ ଏହା କୌଣସି ବେତନଭୋଗୀ ବ୍ୟକ୍ତିପ୍ରତି ଖଟା ଯାଉଅଛି ପ୍ରଧାନ ମନ୍ତ୍ରିଙ୍କଠାରୁ ଆରମ୍ଭ କରି ତପରାସୀ ପର୍ଯ୍ୟନ୍ତ ଓ ଦରମାଖିଆ ନୀତି ସେବକ ଭୃତ୍ୟ ପର୍ଯ୍ୟନ୍ତ ସମସ୍ତଙ୍କୁ ଚାକର ବୋଲା ଯାଉଅଛି]