ଚାଉଁଚାଉଁଆଁ
ଚାଉଁଚାଉଁଆଁ
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଦେଶଜ - ଅ ସମ୍ପାଦନା
- ୧. ନିଛଟିଆ ହେବାଯୋଗୁଁ ଡର ବା ଭୟ — ୧. Fear on being lonely.
- ୨. ନିର୍ଜନତା ଯୋଗୁଁ ଭୟପ୍ରଦ (ସ୍ଥାନ) — ୨. (a place) Fearful on account of being lonely.
- ୩. ନିଛାଟିଆ; ନିର୍ଜନ —୩. Lonely; lonesome.
- ୪. କୌଣସି ବସ୍ତୁ ହଠାତ୍ ଉପସ୍ଥିତ ହେବା ଦେଖ ତ୍ରସ୍ତ — ୪. Startled or frightened on account of sudden appearance of a thing.