ଚାଇଁ ମୁଗ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଦେଶଜ - ବିଶେଷ୍ୟ - ସମ୍ପାଦନା

ଝାଞ୍ଜିମୁଗ; ଖରାଦିନେ ପାଚିବା ଏକଜାତୀୟ ନିକୃଷ୍ଟ ମୁଗ —A leguminous seed harvested in summer.

[ଦ୍ରଷ୍ଟବ୍ୟ — ଏହା ମାଘ ମାସରେ ବୁଣା ହୋଇ ଗ୍ରୀଷ୍ମ ଋତୁରେ ଅମଳ ହୁଏ ଏହାର ବର୍ଣ୍ଣ ସବୁଜ]